This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଆଇଜି ଅଫିସ ରେ ବୈଠକ ଅନୁଷ୍ଠିତ
Sambalpur M, Sambalpur | Sep 2, 2025
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର । ଆସନ୍ତା 6 ତାରିଖ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ରହିଛି ତା ପୂର୍ବରୁ ଆଜି ଦିନ 12 ଟା ରେ ପ୍ରକାଶ ମିଶ୍ର ସମ୍ବଲପୁର ଆଇଜିଙ୍କ କାର୍ଯ୍ୟାଳୟ ପହଞ୍ଚି ସ୍ଥିତି ପରଖିଛନ୍ତି l ଉତ୍ତରାଞ୍ଚଳ ଆଇଜି ଅଫିସରେ ଆଇନ ଶୃଙ୍ଖଳା ନେଇ ବୈଠକ କରିଥିଲେ । ଏଥିରେ ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୋନପୁର ଓ ବଲାଙ୍ଗୀର ଏସପି ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ମାନଙ୍କରେ ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ , ନିଶା କାରବାର, ପାର୍ବଣ ରୁତୁରେ ସୁରକ୍ଷା ଵ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। ବରଗଡ ଓ ବଲାଙ୍ଗିର ଜିଲ୍ଲାରେ