This browser does not support the video element.
ସୋରଡା: ସୋରଡ଼ା ବ୍ଲକ କାଳୀ ମନ୍ଦିର ଠାରେ କଂଗ୍ରେସ ପକ୍ଷରୁ ସୃଜନ ସଂଘଠନ କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳୀର ସମସ୍ତ କଂଗେସ କର୍ମୀ ଉପସ୍ଥିତ
Surada, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ କାଳୀ ମନ୍ଦିର ଠାରେ ନିର୍ବାଚନ ମଣ୍ଡଳୀର ସମସ୍ତ କଂଗେସ କର୍ମକର୍ତ୍ତା ଙ୍କୁ ନେଇ ଆଜି ସୃଜନ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଅଲ ଇଣ୍ଡିଆ କଂଗ୍ରେସ କମିଟି ସଭ୍ୟ ତଥା ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ସଚିନ ନାୟିକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ସୋରଡ଼ା କଂଗ୍ରେସ ପୂର୍ବତନ ବିଧାୟକ ପାର୍ଥି ହରିକୃଷ୍ଣ ରଥ , ଜିଲ୍ଲା ସଂଯୋଜକ ଦେବକାନ୍ତ ଶର୍ମା ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ ହେଲା ପଲ୍ଲୀ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିବ ସ୍ୱର।