This browser does not support the video element.
ଦେବଗଡ: ରେଙ୍ଗାଳବାହାଳ ଗ୍ରାମରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ, ଯୋଗଦେଲେ ବିଧାୟକ
Debagarh, Debagarh (Deogarh) | Sep 7, 2025
ବାରକୋଟ ବ୍ଲକ ଦଣ୍ଡାସିଂହା ଗ୍ରାମପଂଚାୟତ ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମରେ ବାବା ନିଗାମେଶ୍ୱର କ୍ଲବ ପକ୍ଷରୁ ସ୍ଥାନୀୟ ଖେଳ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ସନ୍ଧ୍ୟା ପ୍ରାୟ ୬ ରେ ଉଦଯାପିତ ହୋଇଯାଇଛି । ସମୁଦାୟ୧୬ ଟି ଫୁଟବଲ ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ବାରକୋଟ ବ୍ଲକ ରେଙ୍ଗାଳବାହାଳ ଫୁଟବଲ କ୍ଲବକୁ ବାରକୋଟ ବ୍ଲକ ବଡ଼ତଇଲା ଫୁଟବଲ କ୍ଲବ ୧-୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି।