This browser does not support the video element.
ଝାରସୁଗୁଡା: ସହର ସ୍ଥିତ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ; ଦୁଇ ଜଣ ଆହତ
Jharsuguda, Jharsuguda | Dec 29, 2024
ଝାରସୁଗୁଡ଼ା ସହର ସ୍ଥିତ ଓଭର୍ ବ୍ରିଜ୍ ଉପରେ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇଜଣ ଆହତ । ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସନ୍ଧ୍ୟା ୭ ଟା ସମୟରେ ଝାରସୁଗୁଡ଼ା ଓଭର୍ ବ୍ରିଜ୍ ଉପରେ ଏକ ବାଇକ୍ ନିଜର ଭାରସାମ୍ୟ ହରେଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଦୁଇଜଣ ଆହତ ହୋଇଥିବା ବେଳେ ଦୁର୍ଘଟଣା ସମୟରେ ରାସ୍ତାରେ କିଛି ସମୟ ଭିଡ଼ ଦେଖିବା ପାଇଁ ମିଳିଥିଲା ।