Download Now Banner

This browser does not support the video element.

କୋରାପୁଟ ସହର: ନାରାୟଣପାଟଣା ସ୍କୁଲ ପରିଦର୍ଶନ କରି ଶିକ୍ଷା ବ୍ୟବସ୍ଥା ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ

Koraput Town, Koraput | Aug 22, 2025
କୋରାପୁଟ ଜିଲ୍ଲାର ନାରାୟଣପାଟଣା ସ୍କୁଲ୍ ପରିଦର୍ଶନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆଜି ଦିନ ୩ଘଣ୍ଟା ସମୟରେ ନାରାୟଣପାଟଣା ସ୍କୁଲରେ ପହଞ୍ଚି ପିଲାଙ୍କ ସହ ଆଲୋଚନା କରିଛନ୍ତି। ବିଦ୍ୟାଳୟର ସମସ୍ୟା ପଚାରି ବୁଝିଛନ୍ତି। ପାଠ ପଢ଼ି ଭଲ ମଣିଷ ହେବା କୋରାପୁଟ ଜିଲ୍ଲାକୁ ଦେଶରେ ପରିଚିତ କରାଇବା ଭଳି କାମ କରିବାକୁ କହିଛନ୍ତି ଜିଲ୍ଲାପାଳ।  ଶିକ୍ଷାଦାନ ସହ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ଜିଲ୍ଲାପାଳ।
Read More News
T & CPrivacy PolicyContact Us