This browser does not support the video element.
ଭୋଗରାଇ: ଭୋଗରାଇ ରେ ବିଭିନ୍ନ ଅଞ୍ଚଳରୁ ୯୦ ଲିଟର ମଦ ଜବଦ ,୪ ଜଣଙ୍କୁ ଗିରଫ କରି କୋଟ ଚାଲାଣ କଲା ଅବକାରୀ ଭୋଗରାଇ ବିଭାଗ ।
Bhograi, Balasore | Sep 9, 2025
୯୦ ଲିଟର ମଦ ଜବତ, ୪ ଗିରଫ ବାଲେଶ୍ବର ଜିଲ୍ଲା ଅବକାରୀ ବିଭାଗର ଇନ୍ସପେକ୍ଟର ହରିଶ ଚନ୍ଦ୍ର ସିଂଙ୍କ ନିର୍ଦ୍ଦେଶ କ୍ରମେ ଭୋଗରାଇ ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ ୯୦ ଲିଟରଦେଶୀ ମହୁଲି ଚୋରା ମଦ ସହିତ ୪ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ଭୋଗରାଇ ବ୍ଲକ ଅନ୍ତର୍ଗତ ବାଟଗ୍ରାମର ଶିବାନୀ ବିନ୍ଧାଣି ପାଖରୁ ୧୪ ଲିଟର, ରାମଚନ୍ଦ୍ରପୁର ଗ୍ରାମର ସପନ ସିଂ ପାଖରୁ ୨୧ଲିଟର, କମର୍ଦ୍ଦା ଗ୍ରାମର ଗଣେଶ ମାରାଣ୍ଡି ପାଖରୁ ୩୦ ଲିଟର ଓ କାନପୁର ଗ୍ରାମର ସେହିବାନୀ ପୃଷ୍ଟି ପାଖରୁ ୨୫ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ ।