This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କୋଟିଏ ଟଙ୍କା ସାଇବର ଠକେଇ ମାମଲାରେ ସାଇବର ଠକକୁ ଉତ୍ତରପ୍ରଦେଶ ରୁ ଗିରଫ କରି ଭୁବନେଶ୍ୱର କୋର୍ଟ ଚାଲାଣ କଲା ପୋଲିସ
Bhubaneswar M Corp, Khordha | Sep 12, 2025
କୋଟିଏ ଟଙ୍କା ସାଇବର ଠକେଇ ମାମଲାରେ ସାଇବର ଠକକୁ ଉତ୍ତରପ୍ରଦେଶ ରୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ | କୋଟିଏ ଟଙ୍କାର ସାଇବର ଠକେଇ | ଉତ୍ତରପ୍ରଦେଶ ବିଜିନୋରରୁ ଗିରଫ ହେଲା ସାଇବର ଠକ | ଅଭିଯୁକ୍ତକୁ ମହମ୍ମଦ ସାଦବ କୁ ଗିରଫ କଲା ଭୁବନେଶ୍ୱର ସାଇବର ଥାନା ପୋଲିସ | ଭୁବନେଶ୍ୱର ରୁ ଏକାଧିକ ଲୋକଙ୍କ ଠାରୁ ଲିଙ୍କ ପଠାଇ ଠକିଛି ଲକ୍ଷ ଲକ୍ଷ ଟଙ୍କା | ଘର ଭିତରେ ଅଫିସ ଖୋଲି ବସିଥିବା ବେଳେ ମାଡି ବସିଲା ପୋଲିସ | ଠକ ପାଖରୁ ମୋବାଇଲ ଫୋନ, ସିମ କାର୍ଡ, ଏକାଧିକ ଆକାଉଣ୍ଟ ଜବତ ହୋଇଛି | ଆଜି 3.32ରେ ସାଇବର ଠକଙ୍କୁ କୋର୍ଟ ଚାଲାଣ କରିଛି ସାଇବର ଥାନା ପୋଲିସ |