Download Now Banner

This browser does not support the video element.

ସୁନ୍ଦରଗଡ ସହର: ଗର୍ଜନ ବାହାଲ - ଓସ୍ତାଳି ରାସ୍ତାର ନହନା ବୁଡ ନାଳ ନିକଟରେ ଟ୍ରଲର ଧକ୍କାରେ ବାଇକ ଆରୋହୀ ଗୁରୁତର, ରାସ୍ତା ଅବରୋଧ

Sundargarh Town, Sundargarh | Aug 24, 2025
ଆଜି ଅଗଷ୍ଟ 24 ତାରିଖ ପୂର୍ବାହ୍ନ 11 ଟା ପାଖାପାଖି ଏହି ଘଟଣା ଘଟିଥିବା ବେଳେ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବୀରେ ସେହି ରାସ୍ତାକୁ ଅବରୋଧ କରି ରଖିଛନ୍ତି। ଗୁରୁତର ବାଇକ ଆରୋହୀ ହେଲେ - ବିଜୟ ଗନ୍ଧର୍ବ, ବୟସ - 27 । ସେ ତାଙ୍କ ବାଇକ OD - 23Q-8550 ଯୋଗେ ଡୁଡୁକାରୁ ଓସ୍ତାଳୀ ଆସୁଥିବା ବେଳେ OD -16M-1164 ତାଙ୍କୁ ଧକ୍କା ଦେବା ସହ ପ୍ରାୟ 15 ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ସେଥିରେ ସେ ଗୁରୁତର ଆହତ ହେବା ସହ ତାଙ୍କ ବାଇକ ସମ୍ପୂର୍ଣ୍ଣ ଚୁର ମାର ହୋଇ ଯାଇଥିବା ଜଣା ପଡ଼ିଛି। କେତେକ ସ୍ଥାନୀୟ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହେମଗିର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ
Read More News
T & CPrivacy PolicyContact Us