Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: କଟକ ରେଳଷ୍ଟେସନ ପରିସରରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଜରାଶ୍ରମରେ ଛାଡିଲା ରେଳବାଇ ପୋଲିସ
Cuttack M Corp PS, Cuttack | Jul 31, 2025
ଜଣେ ବୃଦ୍ଧ କଟକ ରେଳଷ୍ଟେସନ ପରିସରରେ ଅସହାୟ ଭାବେ ବୁଲୁଥିଲେ, ଏହା ଦେଖି ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା, ତାଙ୍କୁ ପଚରା ଉଚୁରା କରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳୀ ଅଞ୍ଚଳରେ ଜଣା ପଡ଼ିଥିଲା। ତାଙ୍କୁ ବେଣ୍ଟକାର ଜରାଶ୍ରମ ରେ ଛଡ଼ା ଯାଇଥିବା ରେଳବାଇ ପୋଲିସ ଗୁରୁବାର ରାତି ୯ଟାରେ ସୂଚନା ଦେଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!