This browser does not support the video element.
ଢେଙ୍କାନାଳ ସଦର: କାଲୁରିଆ ଗ୍ରାମj ବ୍ରାହ୍ମଣୀ ନଦୀ ଘାଟରେ ବୋଲବମ୍ ଭକ୍ତଙ୍କ ଭିଡ଼
Dhenkanal Sadar, Dhenkanal | Aug 3, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କାଲୁରିଆ ଠାରେ ଆଜି ଵୋଲବମ ଭକ୍ତମାନଙ୍କର ଭିଡ ଲାଗି ରହିଛି। ବ୍ରାହ୍ମଣୀ ନଦୀର କାଲୁରିଆ ଘାଟରେ ଆଜି ତା ୩ ।୬ ରିଖ ସକାଳ ୮ ଘଣ୍ଟା ଠାରୁ ବୋଲବମ୍ ଭକ୍ତ ମାନଙ୍କ ର ପ୍ରବଳ ଗହଳି ଲାଗି ରହିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ସାମୁହିକ ପୂଜା ନିତି ସମ୍ପର୍ଣ କରି ବୋଲବମ୍ ବାହୁଙ୍ଗି ଧରି ଜଳକଳସ ଆଣି ନିଜ ନିଜ ମାନସିକ ଶୈବାଳୟକୁ ଯାଇଥିଲେ । ଦଧିସିଙ୍ଗା ଗ୍ରାମର ୨୫୦ରୁ ଊର୍ଦ୍ଧ୍ବ ବୋଲବମ୍ ଭକ୍ତ କାଲୁରିଆ ଘାଟରୁ ପାଣି ଆଣି ଗ୍ରାମର ଚମ୍ପେଶ୍ୱର ମହାଦେବ ପୀଠରେ ଜଳଲାଗି କରିବାକୁ ଅପେକ୍ଷା କରି ରହିଛନ୍ତି।