This browser does not support the video element.
ଖରିଆର: ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ସ୍ଥିତ ବୈଠକ ଗୃହ ଠାରେ କାୟାକଳ୍ପ ବୈଠକ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ବିଧାୟକ ଅଧୀରାଜ ପାଣିଗ୍ରାହୀ
Khariar, Nuapada | Sep 6, 2025
ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ସ୍ଥିତ ବୈଠକ ଗୃହ ଠାରେ କାୟାକଳ୍ପ ବୈଠକ ଆଜି ୭ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଡ଼ିକାଲ ଇନଚାର୍ଜ ଡ. ରଞ୍ଜିତ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବିଡ଼ିଓ ନରସିଂହ ଗଡବା, ଡ.ତନ୍ମୟ ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା ହୋଇଥିଲା।