Download Now Banner

This browser does not support the video element.

ଆସିକା: ରିଷିପୁର ଗ୍ରାମ ନିକଟ ବାଲିଘାଟରୁ ବେଆଇନ ବାଲି ଚୋରା ଚାଲାଣ ବେଳେ ତାତିଲେ ଗ୍ରାମବାସୀ, ହିଟାଚି ସହ ଗାଡି ଅଟକ ରଖିଲେ ଗ୍ରାମବାସୀ

Asika, Ganjam | Sep 26, 2025
ଗଞ୍ଜାମ ଜିଲ୍ଲା ଜିଲ୍ଲା ଆସିକା ବ୍ଲକ ରିଷିପୁର ଗ୍ରାମ ପାଖ ଦେଇଯାଇଥିବା ବଡ଼ନଦୀ ଘାଟ ରୁ ବେଆଇନ ବାଲି ଚୋରା ଚାଲାଣ କୁ ନେଇ ତାତିଲେ ଗ୍ରାମବାସୀ l ସମସ୍ତେ ଏକତ୍ରିତ ହୋଇ ଗତ ରାତିରେ ବାଲି ଚାଲାଣ କରୁଥିବା ତନୋଟି ହାଇବା ସହ ତିନୋଟି ହିଟାଚି କୁ ଅଟକ ରଖିଥିଲେ ଗ୍ରାମବାସୀ l ଘଟଣା ସ୍ଥଳରେ ପୋଲିସ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଗାଁ ଲୋକେ ପ୍ରଶାସନକୁ ବାଲି ଗାଡ଼ି ଜିମା ଦେବାକୁ ଅରାଜି ହୋଇଛନ୍ତି l ଗାଁ ଲୋକେ ଗାଁ ଭିତରେ ଗୋଟିଏ ଗାଡ଼ି ଅଟକ ରଖିଥିବା ବେଳେ ବାଲି ଘାଟ ଭିତରେ ଦୁଇଟି ହାଇୱା ଓ ତିନୋଟି ହିଟାଚି ଅଟକ ରଖିଛନ୍ତି l
Read More News
T & CPrivacy PolicyContact Us