Download Now Banner

This browser does not support the video element.

ପରଜଙ୍ଗ: ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ଖେଳ ଦିବସ ପାଳିତ

Parajang, Dhenkanal | Aug 30, 2025
ମଠକରଗୋଳ। ମହାବିଦ୍ୟାଳୟରେ ଜାତୀୟ ଖେଳ ଦିବସ ପାଳିତ ଭୁବନ ବ୍ଲକ ମଠକରଗୋଳା ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ଶନିବାର ଅପରାହ୍ନ ୧ଟାରେ ପାଳନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ଉକ୍ତ ସମାରୋହକୁ ଉଦ୍ଘାଟନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଯଥା - କାବାଡି ପ୍ରତିଯୋଗିତା, ବ୍ୟାଡ୍ ମିନ୍ଟନ୍ ପ୍ରତିଯୋଗିତା ଓ ଖେଳ କୁଇଜ୍ ଅୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ପାତ୍ର, ଇଂରାଜୀ ଭାଷା ବିଭାଗ ମୁଖ୍ୟ ପ୍ରଫେସର ସ୍ଵପ୍ନିତ। ରାଉତ ,ରାଜନୀତି ବିଭାଗ ମୁଖ୍ୟ ପ୍ରବୀର କୁମାର ବିଶ୍ଵାଳ ବିଜୟୀ ଦଳଙ୍କୁ
Read More News
T & CPrivacy PolicyContact Us