Download Now Banner

This browser does not support the video element.

କଣ୍ଟାମାଳ: ଶୁଣ୍ଢୀପଦର ଦେଶୀ ମଦ ଜବତ କଲା ମନମୁଣ୍ଡା ଅବକାରୀ ପୋଲିସ.

Kantamal, Boudh (Bauda) | Sep 28, 2025
ଶୁଣ୍ଢୀପଦର ଦେଶୀ ମଦ ଜବତ ମନମୁଣ୍ଡା ଥାନା ଶୁଣ୍ଡିପଦର ନିକଟରେ ବେଆଇନ ଭାବରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ଖବର ପାଇ ମନମୁଣ୍ଡା ଅବକାରୀ ବିଭାଗ ର ଏକ ଟିମଚଢ଼ାଉ କରିଥିଲେ ଘଟଣା ସ୍ଥଳରୁ 10ଲିଟର ଦେଶୀ ମଦ ଜବତ ସହ କୁଚିଆ ମଦ ବେପାରୀ କୁ ଥାନା ଆଣି ଥାନାରେ ଏକ ମାମଲା ରୁଜୁ କରି ନୋଟିସ ରେ ଛାଡିଦେଇଥିବା ଅବକାରୀ ଅଧିକାରୀ ରାତି 8-30ମିନିଟ ସମୟ ରେ ଖବର ଦେଇଛନ୍ତି I
Read More News
T & CPrivacy PolicyContact Us