Download Now Banner

This browser does not support the video element.

ମୋହନା: ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ଗାଁ ନିକଟସ୍ଥ ଜାତୀୟ ରାଜପଥରେ ପଡ଼ିଲା ବିରାଟକାୟ ଗଛ

Mohana, Gajapati | Aug 23, 2025
ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ଗାଁ ନିକଟସ୍ଥ ଜାତୀୟ ରାଜପଥ ରେ ପଡିଲା ବିରାଟକାୟ ଗଛ। ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବସ ରେ ଯାଉଥିବା ଯାତ୍ରୀ ମାନେ।ଏହି ରାସ୍ତା ଟି ରାଜଧାନୀ ଭୁବନେଶ୍ୱର ଠାରୁ କୋରାପୁଟ ଓ ମାଲକାନଗିରି କୁ ସଂଯୋଗ କରୁଛି। ତୁରନ୍ତ ଏହି ରାସ୍ତା ରୁ ବିରାଟକାୟ ଗଛ କୁ କଟର ମେସିନ ମାଧ୍ୟମରେ କାଟି ହଟାଇବା ପାଇଁ ଦାବି ହେଉଛି। ଯାହାକୁ ନେଇ ଆଜି ଅପରାହ୍ନ ତିନିଟା ସମୟ ରେ ଦେଖିବାକୁ ମିଳିଥି
Read More News
T & CPrivacy PolicyContact Us