Download Now Banner

This browser does not support the video element.

ବାଙ୍କୀ: ବାଙ୍କୀ ସୁବର୍ଣ୍ଣପୁର ମେଡିକାଲ ନିକଟରେ ବିଜେପି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Banki, Cuttack | Apr 13, 2025
ଅପରାହ୍ନ ରେ ବାଙ୍କୀ ସୁବର୍ଣ୍ଣପୁର ମେଡିକାଲ ରେ ସୁବର୍ଣ୍ଣପୁର ମଣ୍ଡଳ ସଭାପତି ଙ୍କର ନେତୃତ୍ୱରେ ବିଜେପି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ। ଏଥିରେ ବିଜେପି ର ଅନେକ କର୍ମକର୍ତ୍ତା ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
Read More News
T & CPrivacy PolicyContact Us