This browser does not support the video element.
କଣ୍ଟାବାଞ୍ଜି: ହିଆଁଲ ଅନ୍ୱେଷା ହଷ୍ଟେଲ ରେ ଛାତ୍ରଙ୍କ ଆତ୍ମହତ୍ୟା ପୋଲିସ ଅଧିକ ତଦନ୍ତ ଆରମ୍ଭ
Kantabanji, Balangir | Sep 6, 2025
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ହିଆଁଲ ସ୍ଥିତ ଅନ୍ବେଷା ହଷ୍ଟେଲର ଛାତ୍ର ନିବାସରେ ଜଣେ ଛାତ୍ର ଆତ୍ମହତ୍ୟା କରିଛି । ମୃତ ଛାତ୍ର ଜଣକ ହେଲେ ପାଟଣାଗଡ଼ ଉପଖଣ୍ଡ ବେଳପଡାର ଆଦର୍ଶ ସେଠ । ଅନ୍ୱେଷା ହଷ୍ଟେଲରେ ରହି କଣ୍ଟାବାଞ୍ଜି ସ୍ଥିତ ଲାୟନ୍ସ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ।ନୂଆଁଖାଇ ଛୁଟିରେ ଗାଁ କୁ ଯାଇଥିବା ବେଳେ ଗତ ୩ ତାରିଖ ଦିନ ହଷ୍ଟେଲ କୁ ଆସିଥିଲେ। ଶନିବାର ଦିନ ଛାତ୍ର ଜଣକର ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି ।