Download Now Banner

This browser does not support the video element.

କଣ୍ଟାମାଳ: କମ୍ବଘାଟ ରାସ୍ତା ନିକଟରୁ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଜବତ

Kantamal, Boudh (Bauda) | Aug 27, 2025
ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଜବତ କଣ୍ଟାମାଲ. ଅବକାରି ବିଭାଗ ପେଟ୍ରୋଲଲିଙ୍ଗ କରୁଥିବା ସମୟ ରେ କମ୍ବଘାଟ ରାସ୍ତା ନିକଟରେ ଚଢ଼ାଉ କରିଥିଲେ ଘଟଣା ସ୍ଥଳରୁ 8ଲିଟର ଦେଶୀ ମଦ ଶହ କୁଚିଆମଦ ବେପାରୀ କୁ ଅଟକ ରଖୀଥିଲା ଅବକାରୀ ପୋଲିସ ଥାନା ରେ ଏକ. ମାମଲା ରୁଜୁ କରି ପରେ ନୋଟିସ ରେ ଛାଡିଥିବା ନେଇ ରାତି 7-30ମିନିଟ ସମୟ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି
Read More News
T & CPrivacy PolicyContact Us