Download Now Banner

This browser does not support the video element.

ଟିଟିଲାଗଡ: ଡିଏଭି ମହାବିଦ୍ୟାଳୟରେ ନେତ୍ର ଦାନ ସମ୍ପର୍କୀତ ଏକ ସଚେତନତା ସଭା ଅନୁଷ୍ଠିତ - ଯୋଗଦେଲେ ଚକ୍ଷୁ ରୋଗ ବିଶେଷଜ୍ଞ ଡ ପ୍ରଣତି ସାହୁ

Titlagarh, Balangir | Sep 4, 2025
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକ୍ଷୁ ରୋଗ ବିଶେଷଜ୍ଞ ଡ ପ୍ରଣତି ସାହୁ, ସମ୍ମାନିତ ଅତିଥି ଭାବେ ଏସସିଡି ଚକ୍ଷୁ ଚିକିତ୍ସାଳୟର ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ପାଇକ, ପ୍ରୋଜେକ୍ଟ ଡାଇରେକ୍ଟର ଶ୍ରୀଯୁକ୍ତ ମୋହିତ ମୋହନ ଦାସ, ମାରୱାଡ଼ି ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ସରୋଜ ଅଗ୍ରୱାଲ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ନେତ୍ର ଦାନ ବିଷୟରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ନେତ୍ର ଦାନ ଯାହାକି ମଣିଷ ଚାଲିଯିବା ପରେ ମଧ୍ୟ ତାଙ୍କର ଆଖି ବଞ୍ଚିଥାଉ, ଦୃଷ୍ଟିର ଉପହାର ଦିଅନ୍ତୁ ଆଖି ଦାନ କରନ୍ତୁ, ଅନ୍ୟର ଜୀବନକୁ ଉଜ୍ଜ୍ବଳ କରିବାରେ ସହାୟକ ହୁଅନ୍ତୁ
Read More News
T & CPrivacy PolicyContact Us