Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପର୍ଶୁରାମପୁର ଗ୍ରାମରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର

Paralakhemundi, Gajapati | Sep 3, 2025
ପର୍ଶୁରାମପୁର ଗ୍ରାମରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ପଞ୍ଚାୟତର ପର୍ଶୁରାମପୁର୍ ଗ୍ରାମରେ ଆଜି ପ୍ରାୟ ପାଞ୍ଚଟା ବେଳେ ଲଗାଣ ବର୍ଷା ଯୋଗୁଁ ପ୍ରାୟ ପାଞ୍ଚଟି ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। କିଛି ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବର୍ଷା ଯୋଗୁଁ ଉକ୍ତ ଗ୍ରାମର ପୁନାଲୁ ଲିମା, ସୁଭାଷ ଲିମା, ଜଗନ୍ନାଥ ପାସ୍ପୁରେଡି, ତ୍ରିନାଥ ଘଣ୍ଟ ଏବଂ ନାରାୟଣ ଘଣ୍ଟ ଙ୍କ ଘର ପ୍ରଭାବିତ ହୋଇଥିବା ଅହିଯୋଗ ହୋଇଛି। ଉକ୍ତ ଗ୍ରାମରେ ବହୁ ଗରିବ ଶ୍ରେଣୀ ର ଲୋକେ ରହିଥିବା ବେଳେ ଏହି ଘର ନଷ୍ଟ ହେବା ଯୋଗୁଁ ଜିଲ୍ଲା ପ୍ରଶାସନ
Read More News
T & CPrivacy PolicyContact Us