This browser does not support the video element.
ଧର୍ମଗଡ: କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଅଚଳ ବିଦ୍ୟୁତ୍ ଟ୍ରାନ୍ସ ଫର୍ମର ସମ୍ବନ୍ଧରେ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା
Dharamgarh, Kalahandi | Sep 3, 2025
କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ନିକଟରେ ଏସ.ଏଫ.ସି ଏବଂ ବିଜୁ କେ.ବିକେ ଯୋଜନାର ସର୍ବମୋଟ ୧୦ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ୧୦୦ କେ.ଭି ବିଦ୍ୟୁତ୍ ଟ୍ରାନ୍ସ ଫର୍ମର ସଂଯୋଗ କରାଯାଇଥିଲା . କିନ୍ତୁ ପରିତାପର ବିଷୟ ଏହା ସଂଯୋଗ ହେବାର ହେବାର ମଧ୍ୟରେ ଅଚଳ ହେଇ ପଡିଛି . ଏନେଇ ଅଭିଯୋଗ ହେବା ପରେ ବୁଧବାର ସଂଧ୍ୟାରେ ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ।