This browser does not support the video element.
କୋରାପୁଟ ସହର: ସରକାରୀ ଡିଏଭି ମହାବିଦ୍ୟାଳୟରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
Koraput Town, Koraput | Sep 13, 2025
କୋରାପୁଟ ସରକାରୀ ଡିଏଭି ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଦ୍ଵାରା ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ୨୦୨୫ ପାଳିତ ହୋଇଛି। ଚଳିତ ବର୍ଷ ପାଇଁ ପ୍ରାଥମିକ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନ ବିଷୟ ବସ୍ତୁ ଉପରେ ଆଲୋଚନା ରଖାଯାଇଥିଲା '। ଆଜି ଦିନ ୩ଘଣ୍ଟା ସମୟରେ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକ କରିଥିଲେ । ମୁଖ୍ୟ ବକ୍ତା ଭାବରେ କୋରାପୁଟ କୃଷକ ସଂଘର ସଂପାଦକ ଶରତ କୁମାର ପଟ୍ଟନାୟକ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଦ୍ଵାରା କୃଷି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଓ ମରୁଡ଼ି, ଦୁର୍ଭିକ୍ଷ ଉପରେ ଆଲୋଚନା କରିଥିଲେ।