Download Now Banner

This browser does not support the video element.

ପାଟଣାଗଡ: ସରମୁହାଣ -ଭଇଷା ମଝିରେ ବାଇକ ଟ୍ରକ ମଧ୍ୟ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ

Patnagarh, Balangir | Sep 28, 2025
ପାଟଣାଗଡ଼-ବଲାଙ୍ଗୀର ରାସ୍ତା ର ସରମୁହାଣ-ଭଇଷା ମଝିରେ ରବିବାର ଅପରାହ୍ନ ୪ଟା ସମୟରେ ପାଟଣାଗଡ଼ ପଟରୁଯାଉଥିବା ଜନୈକ ଯୁବକ ବାଇକ ରେ ଯାଉଥିବା ବେଳେ ବିପରୀତ ପଟରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଥିଲା ।ଏଥିରେ ବାଇକ ଚାଳକ ଗୁରୁତର ହୋଇ ପଡ଼ି ଥିଲେ ।ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନା କୁ ଅଣାଯାଇଥିଲା ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ ମିଳି ନାହିଁ
Read More News
T & CPrivacy PolicyContact Us