Download Now Banner

This browser does not support the video element.

ପରଜଙ୍ଗ: ଅସନବାହାଳି ଗାଁ ଖେଳ ପଡିଆରେ ବୁଧବାର ୧୧ଟାରେ ମା' ଭୁଲୁକେଶ୍ବରୀ କ୍ରିକେଟ କ୍ଳବ ମ୍ୟାଚ ଅନୁଷ୍ଠିତ ଉପସ୍ଥିତ ରହିଲେ ଜିଲା ପରିଷଦ ସଭ୍ୟ

Parajang, Dhenkanal | Oct 1, 2025
ଅସନବାହାଳି ଗାଁ ଖେଳ ପଡିଆରେ ବୁଧବାର ୧୧ଟାରେ ମା' ଭୁଲୁକେଶ୍ବରୀ କ୍ରିକେଟ କ୍ଳବ ମ୍ୟାଚ ଅନୁଷ୍ଠିତ ଉପସ୍ଥିତ ରହିଲେ ଜିଲା ପରିଷଦ ସଭ୍ୟ ନବକିଶୋର ସାହୁ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଅସନବାହାଳି ଗାଁ ଖେଳ ପଡିଆରେ ବୁଧବାର କ୍ରିକେଟ ଖେଳ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ମୁଖ୍ୟ ଅତିଥି ଭାବରେ ଜିଲା ପରିଷଦ ସଭ୍ୟ ନବକିଶୋର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।I
Read More News
T & CPrivacy PolicyContact Us