Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପଥରଗାଡିଆ ଦୁଇଶହ ଫୁଟିଆ ରାସ୍ତାରେ ଥିବା ଇଲେଭେନ ଇଲେଭେନ ରେଷ୍ଟୁରାଣ୍ଟ ଭାଙ୍ଗିବା ସହ ଆକ୍ରମଣ ଅଭିଯୋଗ, ତଦନ୍ତ କରୁଛି ପୋଲିସ

Bhubaneswar M Corp, Khordha | Sep 11, 2025
ପଥରଗାଡିଆ ଦୁଇଶହ ଫୁଟିଆ ରାସ୍ତାରେ ଥିବା ଇଲେଭେନ ଇଲେଭେନ ରେଷ୍ଟୁରାଣ୍ଟ ଭାଙ୍ଗିବା ସହ ଆକ୍ରମଣ ଅଭିଯୋଗ, ତଦନ୍ତ କରୁଛି ପୋଲିସ | ଦାଦାବଟି ନଦେବାରୁ କାଫେ ମାଲିକଙ୍କୁ ଆକ୍ରମଣ। ସଂଘବଦ୍ଧ ଆକ୍ରମଣ କଲେ ଦୃର୍ବୁତ୍ତ। ଠେଙ୍ଗା, ଛୁରୀ ଏବଂ ନକଲ୍ ଆକ୍ରମଣରେ ଆହତ ହେଲେ ଯୁବକ।ପଥରଗାଡିଆ ଦୁଇଶହ ଫୁଟିଆ ରାସ୍ତାରେ ଥିବା ଇଲେଭେନ ଇଲେଭେନ ରେଷ୍ଟୁରାଣ୍ଟ ଭାଙ୍ଗିବା ସହ ଗ୍ରାହକଙ୍କ ମୋବାଇଲ ଭାଙ୍ଗିଲେ ଦୃର୍ବୁତ୍ତ। କମିଶନରେଟ୍ ପୋଲିସକୁ ଖୋଲା ଚାଲେଞ୍ଜ ଦେଲେ ଅପରାଧୀ | ସିସିଟିଭିରେ ସମସ୍ତ ଘଟଣା କଏଦ୍ ହୋଇଛି |
Read More News
T & CPrivacy PolicyContact Us