Download Now Banner

This browser does not support the video element.

କେନ୍ଦୁଝର ସହର: ବିଜେଡି ତରଫରୁ ବଡ଼ପାଟଣା ଠାରେ ସରପଞ୍ଚ ଙ୍କୁ ପଞ୍ଚାୟତ ରେ ସମ୍ବର୍ଦ୍ଧନା

Kendujhar Town, Kendujhar | Sep 1, 2025
କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ସରପଞ୍ଚ ଭାବେ ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ରୁ ପ୍ରଥମ ଥର ପାଇଁ ସରପଞ୍ଚ ହୋଇଥିବା ବିନତି ବାନାରା ଙ୍କୁ ଦିଲ୍ଲୀର ଲାଲକିଲ୍ଲା ଠାରେ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମ୍ମାନିତ ହୋଇଥିଲେ। ଶ୍ରୀମତୀ ବିନତି ବାନରା ପାଟଣା ବ୍ଲକ ଅଞ୍ଚଳ ର ପ୍ରଥମ ମହିଳା ସରପଞ୍ଚ ହେବାର ଗୌରବ ଅର୍ଜନ କରିଛନ୍ତି।ଆଜି ସୋମବାର ଦିନ ୧୧ ସମୟରେ ପାଟଣା ପଞ୍ଚାୟତ ସଭା ଗୃହ ଠାରେ ପାଟଣା ବିଜୁ ଜନତା ଦଳ ପକ୍ଷରୁ ପ୍ରଶାନ୍ତ କୁମାର ଭଞ ଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ଦିଆଯାଇଛି।
Read More News
T & CPrivacy PolicyContact Us