Download Now Banner

This browser does not support the video element.

ଅନୁଗୋଳ: ମାଛକୁଟା ଗ୍ରାମରେ ସାପ କାମୁଡାରେ ଜଣେ ମୃତ

Anugul, Angul | Sep 9, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ମାଛକୁଟା ଗ୍ରାମର ଜଣେ ବ୍ୟକ୍ତିଙ୍କର ସାପ କାମୁଡାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମାଛକୁଟା ଗ୍ରାମର ଅଖିଳ ଗଡ଼ନାୟକ (୪୮) ଘରେ ସୋଇଥିବା ବେଳେ ଗୋଟିଏ ସାପ କାମୁଡି ଦେଇଥିଲା। ଫଳରେ ପରିବାର ଲୋକ ସକାଳେ କୋଶଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଦିନ ଏଗାରଟା ବେଳେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରି
Read More News
T & CPrivacy PolicyContact Us