Download Now Banner

This browser does not support the video element.

ଅମ୍ବାଭୋନା: ସମରଧରା ଛକରେ ଗତକାଲି କାର ସହ ୩୦ କେଜି ଗଞ୍ଜେଇ ଜବତ କରାଯାଇଥିବା ଅଭିଯୁକ୍ତ ଙ୍କୁ ଆଜି କୋର୍ଟଚାଲାଣ କଲା ଅମ୍ବାଭୋନା ପୋଲିସ

Ambabhona, Bargarh (Baragarh) | Aug 24, 2025
ବରଗଡ SP ଙ୍କ ପ୍ରହଲ୍ଲାଦ ସହାଇ ମିନା ଙ୍କ ନିର୍ଦେଶ କ୍ରମେ ବେଆଇନ ନିଶା କରବାର ଧରିବାରେ ଅମ୍ବାଭୋନା ପୋଲିସ କୁ ମିଳିଛି ସଫଳତା।ବରଗଡ ଜିଲ୍ଲା ର ଅମ୍ବାଭୋନା ରାସ୍ତା ଦେଇ ଛତିଶଗଡ଼ କୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସମରଧରା ଛକ ନିକଟରେ ଥାନାଧିକାରୀ ବିପିନ ବାଗ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଜି 1:30 PM ରେ ଅମ୍ବାଭୋନା ପୋଲିସ ଏକ ସ୍ବିଫ୍ଟ ଡିଜାର କାର ଯାହାର ନମ୍ବର" ଓଡି ୦୨ଡି ୪୨୪୨ " ସହ ୩୦ କେଜି ଗଞ୍ଜେଇ, ତିନୋଟି ମୋବାଇଲ ଓ ନଗଦ ୩୬୦ ଟଙ୍କା ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଆଜି 2 PM ରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।
Read More News
T & CPrivacy PolicyContact Us