Download Now Banner

This browser does not support the video element.

ଚମ୍ପୁଆ: ବଡବିଲ ମଧୁସୂଦନ ଛକ ନିକଟରେ ହାଇୱା ଧକ୍କାରେ ବାଇକ କ୍ଷତିଗ୍ରସ୍ତ, ଚାଳକ ସୁରକ୍ଷିତ

Champua, Kendujhar | Aug 22, 2025
ବଡ଼ବିଲ ସହରର ମଧୁସୂଦନ ଛକ ନିକଟରେ ଆଜି ଏକ ହାଇୱା ବାଇକକୁ ଧକ୍କା ଦେବା ଫଳରେ ବାଇକ କ୍ଷତିଗ୍ରସ୍ତ ହୋଇଛି ମାତ୍ର ଚାଳକ ସୁରକ୍ଷିତ ରହିଛନ୍ତି। ଏନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଯାଇଥିବା ବେଳେ ଲୋକେ ହାଇୱାକୁ ଅଟକ ରଖିଥିଲେ। ପରେ ପରସ୍ପର ବୁଝାମଣା ପରେ ଲୋକେ ଗାଡିକୁ ଛାଡି ଦେଇଛନ୍ତି।
Read More News
T & CPrivacy PolicyContact Us