Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଗାନ୍ଧୀ ପଡିଆ ଠାରେ ପ୍ରଧାନ ଆଚାର୍ଯ୍ୟଙ୍କୁ ଘେରିଲେ ଅବିଭାବକ, ବିଭିନ୍ନ ଦାବୀ ନେଇ ଧାରଣା

Bhadrak Rural, Bhadrak | Sep 13, 2025
ପୁଣି ଭଦ୍ରକ ସହର ଗାନ୍ଧୀପଡ଼ିଆ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ମୁଣ୍ଡ ଟେକିଲା ବିବାଦ,ବିଭିନ୍ନ ସମସ୍ୟାକୁ ନେଇ ପ୍ରଧାନ ଆଚାର୍ଯ୍ୟଙ୍କୁ ଘେରିଲେ ଅବିଭାବକ,ପ୍ରଧାନ ଆଚାର୍ଯ୍ୟଙ୍କ କକ୍ଷରେ ଅବିଭାବକ ମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି,ଶିକ୍ଷା ବର୍ଷ ମଝିରେ ଗତ ଦୁଇ ମାସ ଭିତରେ 4ରୁ 5 ଜଣ ପୁରାତନ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଅବିଭାବକ ମାନେ ଏହି ଧାରଣା ଦେଇଛନ୍ତି। ସ୍କୁଲରେ ଧୀରେ ଧୀରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ବେଳେ ପାଠ ପଢାରେ ବହୁ ଅସୁବିଧା ଉପୁଜୁଥିବା ଅଭିଯୋଗ ହୋଇଛି, ଏହି ଖବର ଆଜି ଦିନ 1 ଘଟିକା ରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us