Download Now Banner

This browser does not support the video element.

ପାଟଣାଗଡ: ରେଙ୍ଗଟାସିଳ ପଞ୍ଚାୟତ କାର୍ଯ୍ୟଲୟରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

Patnagarh, Balangir | Sep 10, 2025
ପାଟଣାଗଡ଼ ବ୍ଲକ ରେଙ୍ଗଟାସିଲ ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ବୁଧବାର ଅପରାହ୍ନ ୪ଟା ରେ ପାଟଣାଗଡ଼ ଜଙ୍ଗଲ ବିଭାଗ କେନ୍ଦୁପତ୍ର ଡିଭିଜନ ଓ ଘସିଏନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମିଳିତ ଉଦ୍ୟମ ରେ  କେନ୍ଦୁପତ୍ର ତୋଳେଇ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ଏକ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଂଚଳ ରେବସବାସ କରୁଥିବା କେନ୍ଦୁପତ୍ର ତୋଳେଇ ବନ୍ଧେଇ ଶ୍ରମିକ ମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।ସ୍ବାସ୍ଥ୍ୟ ଠିକ ରହିଲେ କାମ ଠିକ ହୋଇ ପାରିବ ବୋଲି ଏସ ଇ ଏଫ ପ୍ରଭାତୀ ସେଠ ପ୍ରକାଶ କରିଛନ୍ତି
Read More News
T & CPrivacy PolicyContact Us