Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ବକଡ଼ାବେଢାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ଝରିଗାଁ ବିଧାୟକ

Nabarangapur PS, Nabarangpur | Aug 23, 2025
ବକଡାବେଢାରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଝରୀଗାଁ ବିଧାୟକ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡା ବେଢ଼ା ଗ୍ରାମର ତେଲେଙ୍ଗାନାର ପ୍ରାଣ ହରାଇଥିବା ସର୍ଗତ୍ ଜୟରାମ ଭତ୍ରା , ସର୍ଗତ ନାରାୟଣ ଭତ୍ରା ଏବଂ ସର୍ଗତ ଚେତନମାନ ଭତ୍ରାଙ୍କ ଆଜି ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟର ପାର୍ଥନା କରି ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣେଇଥିଲେ
Read More News
T & CPrivacy PolicyContact Us