This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ତପସ୍ୱିନୀ ହଲ ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Sambalpur M, Sambalpur | Sep 10, 2025
ସମ୍ବଲପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସନ୍ଧ୍ୟା ପ୍ରାୟ 5.30 ସମୟରେ ତପସ୍ୱିନୀ ହଲ ରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମ୍ବଲପୁର ଜ଼ିଲ୍ଲାପାଳ, ଏସପି, କମିଶନର, ଅତିରିକ୍ତ ଜ଼ିଲ୍ଲାପାଳ ଉପାଜ଼ିଲ୍ଲାପାଳ, ସମେତ ସହରର ବିଭିନ୍ନ ଦୁର୍ଗାପୂଜା କମିଟି ର କର୍ମକର୍ତା ମାନେ ଉପସ୍ଥିତ ଥିଲେ l ଏହି ବୈଠକରେ ପ୍ରଶାସନ ଓ ପୂଜା କମିଟି ର କର୍ମକର୍ତା ମାନେ କିପରି ଦୁର୍ଗାପୂଜା ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା l