Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗୁରୁଦିବସରେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରି ପ୍ରତିକ୍ରିୟା ରଖିଲେ ଶିକ୍ଷୟତ୍ରୀ
Bhubaneswar M Corp, Khordha | Sep 5, 2025
ଗୁରୁଦିବସରେ ଗୁରୁଙ୍କ ଆନ୍ଦୋଳନ । ରାଜରାସ୍ତାରେ ଶିକ୍ଷକ , ଶିକ୍ଷୟତ୍ରୀ । ୫ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଶତାଧିକ ଶିକ୍ଷକ , ଶିକ୍ଷୟତ୍ରୀ । ଓଡିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ହୋଇଛି ପ୍ରତିବାଦ ଶୋଭାଯାତ୍ରା । ବ୍ଲକଗ୍ରାଣ୍ଡ ଅନୁଦାନ ପାଇବାରୁ ବଞ୍ଚିତ ହେବା ସହିତ ପେନସନ ଦାବିରେ ସରକାର ବିରୁଦ୍ଧରେ ଏକାଠି ହୋଇଛନ୍ତି ସଂଘ ।
Share
Read More News
T & C
Privacy Policy
Contact Us
Your browser does not support JavaScript!