Download Now Banner

This browser does not support the video element.

ଡାବୁଗାଁ: ବାଲେଙ୍ଗା ଗ୍ରାମରୁ ନିଖୋଜ ଦାଦନ ଶ୍ରମିକ ଚରାମୂଳା ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର,ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି

Dabugan, Nabarangpur | Sep 9, 2025
କୋଷାଗୁମୁଡା ବ୍ଲକ ବାଲେଙ୍ଗା ଗ୍ରାମର ନନ୍ଦ ରାଉତ ଗତ 5 ବର୍ଷ ତଳେ କେରଳ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ | ପାପଡାହାଣ୍ଡି ବ୍ଲକ ଚରାମୂଳା ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଅଛି | ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ଅଛି | କେରଳ ସାଙ୍ଗ ମାନଙ୍କ ସହ କାମ କରିବାକୁ ଯାଇ ନିଖୋଜ ଥିଲେ | ଚରାମୁଳା ଲୋକେ ଉଦ୍ଧାର କରି ସୋସିଆଲ ମିଡ଼ିଆରେ ଜଣାଇବା ପରେ ନନ୍ଦଙ୍କ ପରିବାର ଜାଣିବାକୁ ପାଇଥିଲେ |
Read More News
T & CPrivacy PolicyContact Us