Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ସୀମାନ୍ତ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍‌, ଯବାନଙ୍କ ଗୁଳିରେ ନିପାତ ହେଲେ ୬ ମାଓବାଦୀ

Malkangiri, Malkangiri | Sep 5, 2025
ମାଲକାନଗିରି ସୀମାନ୍ତ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ଦେଖିବାକୁ ମିଳିଛି ।ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୬ ମାଓବାଦୀ।ଶୁକ୍ରବାର ସଂନ୍ଧ୍ଯାରେ ଏନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ଓ ମେ ମାସରେ ଅପରେସନ ବ୍ଲାକ ଫରେଷ୍ଟରେ ୩୧ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରାଯାଇଥିଲା। ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ୨୦୦ ନକ୍ସଲ ମୃତ୍ୟୁବରଣ କରିସାରିଲେଣି।
Read More News
T & CPrivacy PolicyContact Us