This browser does not support the video element.
ନୟାଗଡ: ଭାପୁର ଗାଁରେ ବିଧବା ମହିଳାଙ୍କୁ ଗଳା କାଟି ହତ୍ୟା, ଦୁଇ ଯୁବକ ଅଟକ ସୂଚନା
Nayagarh, Nayagarh | Aug 11, 2025
ବିଧବା ମହିଳାଙ୍କୁ ଗଳାକାଟି ହତ୍ୟା, ଥାନାରେ ଦୁଇ ଅଟକ ।ବିଧବା ମହିଳାଙ୍କ ଅନୈତିକ ସମ୍ପର୍କ କୁ ନେଇ ଗଳାକାଟି ହତ୍ୟା। ଏଭଳି ହତ୍ୟାକାଣ୍ଡ ନୟାଗଡ ଜ଼ିଲ୍ଲା ଫତେଗଡ଼ ଥାନା ଭାପୁର ଗାଁରେ ହୋଇଛି। ଗତ ୨ ବର୍ଷ ପୂର୍ବେ ଜୟନ୍ତୀ ବେହେରା ସ୍ୱାମୀ ମିଟୁ ବେହେରା ମୃତ୍ୟୁ ବରଣ କରିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅ ଓ ପୁଅ ଙ୍କ ସହିତ ଭାପୁରରେ ଘର ଭଡା ନେଇ ରହୁଥିଲେ। ଗତକାଲି ସ୍ୱାମୀ ମିଟୁଙ୍କ ଶ୍ରାଦ୍ଧ ଥିଲା । ଵେଦେଶ୍ୱର ଗ୍ରାମର ୨ ଜଣ ପୁରୁଷ ବନ୍ଧୁ ଙ୍କ ସହତ ମହିଳାଙ୍କ ଅନେଇତିକ ପ୍ରେମ ସମ୍ପର୍କ ଥିଲା। ଗତକାଲି ୨ ପୁରୁଷ ବନ୍ଧୁ ଘର କୁ ଆସି ମହିଳା ଙ୍କ ସହିତ ଅନୈତିକ ସମ୍ପର୍କ ରଖି