Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଲ ଅଞ୍ଚଳରେ ଆସନ୍ତା କାଲି ସକାଳ 7ଘଣ୍ଟା ରୁ 10ଘଣ୍ଟା ପର୍ଯ୍ୟନ୍ତ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ

Kantamal, Boudh (Bauda) | Oct 8, 2025
ଆସନ୍ତା କାଲି ସକାଳ 7ଘଣ୍ଟା ରୁ 10ଘଣ୍ଟା ପର୍ଯ୍ୟନ୍ତ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ଆସନ୍ତା କାଲି 33kv ବିଦ୍ୟୁତ ତାର ଯାଞ୍ଜ ସହ କିଛି ମରାମତି ନିମନ୍ତେ ଆସନ୍ତା କାଲି ସକାଳ 7ଘଣ୍ଟା ସମୟ ରୁ 10ଘଣ୍ଟା ସମୟ ପର୍ଯ୍ୟନ୍ତ କଣ୍ଟାମାଲ ବ୍ଲକ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ ଏ ନେଇ ବିଦ୍ୟୁତ ଉପଭୋକ୍ତା ଙ୍କୁ ବିଦ୍ୟୁତ ବିଭାଗ ର ସୂଚନା I
Read More News
T & CPrivacy PolicyContact Us