Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବିଧାନସଭା ପରିସରରେ ଗ୍ରାମୀଣ ବିକାଶ ବୈଠକ ରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପ୍ରକଳ୍ପ କୁ ନେଇ ସମୀକ୍ଷା କଲେ ଭଦ୍ରକ ବିଧାୟକ

Bhadrak Rural, Bhadrak | Sep 2, 2025
ଆଜି ଓଡ଼ିଶା ବିଧାନସଭା ପରିସରରେ "Committee on Estimates" ର ଗ୍ରାମୀଣ ବିକାଶ ବିଭାଗ ବୈଠକରେ ସାମିଲ ହୋଇ, ଭଦ୍ରକ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରକଳ୍ପଗୁଡ଼ିକ — MMSY,CMRL,High Level Bridge, CUVDA ଯୋଜନା ଓ ପଞ୍ଚାୟତ ରୋଡ଼ଗୁଡ଼ିକୁ R.D. Road ରେ ପରିଣତ କରିବାର ପ୍ରଗତିକୁ ସମୀକ୍ଷା କଲେ ଭଦ୍ରକ ବିଧାୟକ ସୀତାଂଶୁ_ସେଖର_ମହାପାତ୍ର ଏହି ବୈଠକରେ ବରିଷ୍ଠ ସଦସ୍ୟ ଶ୍ରୀ ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଗଣ ମଧ୍ୟ ଉପସ୍ଥିତ ଥିଲେ, ଏହି ଖବର ଆଜି ଦିନ 1 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us