This browser does not support the video element.
ଟିଟିଲାଗଡ: ଗୁଲୁମି ଜଙ୍ଗଲ ନିକଟରେ ହାତୀ ଆକ୍ରମଣ - ଦୁଇ ଚାଷୀଙ୍କ ଜୀବନ ବଞ୍ଚିଲା, ସାଇକେଲ ଦଳି ଦେଲେ
Titlagarh, Balangir | Sep 4, 2025
ଗୁଲୁମି ଜଙ୍ଗଲ ନିକଟରେ ବୁଲୁଛନ୍ତି ହାତୀ - ଅଳ୍ପକେ ହାତୀ ଆକ୍ରମଣରୁ ବଞ୍ଚିଲେ ଦୁଇ ଚାଷୀ। ଶଗଡଘାଟ ପଞ୍ଚାୟତର ଭାଟିପଡ଼ା ଗ୍ରାମର ଦୁଇ ଜଣ ବ୍ୟକ୍ତି ହାତୀ ଆକ୍ରମଣରୁ ଟିକେକୁ ବର୍ତିଲେ। ଭାଟି ପଡ଼ାରୁ ଟିଟିଲାଗଡ଼କୁ ପନିପରିବା ବିକ୍ରି କରିବା ପାଇଁ ଆଣୁଥିବା ବେଳେ ପାହାନ୍ତିଆ ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦୁଇ ଜଣଙ୍କ ସାଇକେଲ ହାତି ମାଡ଼ି ଦେଇଥିବା ବେଳେ ଚାଷୀ ମାନେ ପନିପରିବା ଛାଡ଼ି ଜୀବନ ବିକଳରେ ପଳାଇଗଲେ।