Install App
ranjannanda71
This browser does not support the video element.
ନୟାଗଡ: ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଗଣେଷ ପୂଜା ରେ ଯୋଗଦେଲେ ସ୍ଥାନୀୟ ବିଧାୟକ
Nayagarh, Nayagarh | Aug 27, 2025
ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଗଣେଷ ପୂଜା ରେ ଯୋଗଦେଲେ ସ୍ଥାନୀୟ ବିଧାୟକ। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧୀନ ନୂଆଗାଁ ବ୍ଲକ ର ବାହାଢ଼ାଝୋଲା ଗ୍ରାମପଞ୍ଚାୟତ, ପରାଢିପି, ବଡଗୋଠ ଗ୍ରାମପଞ୍ଚାୟତ ର ବିଭିନ୍ନ ସ୍ଥାନର ଗଣେଶ ପୂଜା ରେ ଯୋଗ ଦେଲେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା।
Share
Read More News
T & C
Privacy Policy
Contact Us
Your browser does not support JavaScript!