Download Now Banner

This browser does not support the video element.

ଅମ୍ବାଭୋନା: ତିଲେଇମାଳ ଗ୍ରାମ ନିକଟରୁ ବିପୁଳ ପରିମାଣର ମହୁଲପୋଚ ଓ ଦେଶିମଦ ଜବତ କଲା ଭଟଲୀ ଅବକାରୀ ବିଭାଗ

Ambabhona, Bargarh (Baragarh) | Sep 23, 2025
ଭଟଲୀ ଅବକାରୀ ବିଭାଗ ତରଫରୁ ଅତର୍କିତ ଚଢାଉ କରାଯାଇ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ତିଲେଇମାଳ ଗ୍ରାମ ନିକଟରୁ 3200 ଲିଟର ମହୁଳପୋଚ ଓ 270 ଲିଟର ଦେଶିମଦ ଜବତ କରାଯାଇଛି । ଆଜି 8 AM. ରୁ 12 PM ଭିତରେ କରାଯାଇଥିବା ଏହି ଚଢାଉ ରେ ଭଟଲୀ ଅବକାରୀ OIC ଉଷାବତୀ ଗୌଡ ଓ ସମସ୍ତ ଷ୍ଟାଫ ସାମିଲ ହୋଇଥିଲେ
Read More News
T & CPrivacy PolicyContact Us