Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ନାୟକାଣିଡିହିରେ ପାଳିତ

Bhadrak Rural, Bhadrak | Dec 25, 2024
ବାସୁଦେବପୁର ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତି ନାୟକାଣିଡିହି ରେ ପାଳିତ । ଆଜି ଅପରାହ୍ନ ରେ ବାସୁଦେବପୁର ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତି ନାୟକାଣିଡିହି ରେ ପାଳନ କରାଯାଇଛି । ଏହି ଅବସର ରେ ବାସୁଦେବପୁର ବିଜେପି ନେତା ବାଣି କଲ୍ୟାଣ ମହାନ୍ତି ଙ୍କ ସହିତ ବହୁ ସଂଖ୍ୟାର ବିଜେପି ର ନେତୃ ମଣ୍ଡଳୀ ଓ କର୍ମି ମାନେ ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us