Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଶିକୁଲା ମଝି ରାସ୍ତାରେ ଗୋ ଚାଲାଣ ନେଇ ଅଟକ ଗାଈ ସହ ଗୌଡ ଓ ଯୁବକ

Kabisuryanagar, Ganjam | Jun 30, 2025
ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଗୋ ଚାଲାଣ। ଅନ୍ୟ ପଟେ ଗୋ ଚାଲାଣ କୁ ନେଇ ବିଭିନ୍ନ ସମୟ ରେ ଗୋ ଚାଲାଣ ଗାଡ଼ି ଅଟକାଇ ପରିଚୟ ମାଗିବା ସହ ନିକଟସ୍ଥ ଥାନା ରେ ଜିମା ଦେଇଥିବା ଜଣା ପଡ଼ିଛି। ଯାହାକୁ ନେଇ ଆଜି ଉକ୍ତ ଗ୍ରାମର ଯୁବକ ମାନେ ୧୦୦ରୁ ଉର୍ଦ୍ଧ ଗାଈ 4ସହ ଦୁଇ ଗୌଡ ଓ ଜଣେ ଯୁବକ କୁ ଅଟକ ରଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us