Download Now Banner

This browser does not support the video element.

ଲାଞ୍ଜିଗଡ: ବଚକା ଛକରେ ଭାରସାମ୍ୟ ହରାଇ ବାଇକ ଚାଳକ ଗୁରୁତର।

Lanjigarh, Kalahandi | Oct 9, 2025
ମୂଷାନାଳ ଓ ବିଶ୍ଵନାଥ ପୁର କୁ ସଂଯୋଗ କରୁଥିବା ବଚକା ଛକରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଶିକାର ହୋଇଥିବା ସୁଚନା। ସୁଚନା ଅନୁଯାୟୀ ଆଜି ଗୁରୁବାର ବିଶ୍ଵନାଥ ପୁର କୁ ମଟକେରା ଠାରୁ କିଛି କାମରେ ଯିବା ସମୟରେ ବଚକା ଛକରେ ଭାରସାମ୍ୟ ହରାଇ ଦୁର୍ଘଟଣା ଶିକାର ହୋଇ ଘଟଣାସ୍ଥଳରେ ବାଇକ ଚାଳକ ଗୁରୁତର ଅବସ୍ତାରେ ପଡି ଥିବା ବେଳେ ପଥଚାରୀ ମାନେ ଚାଳକ କୁ ଉଦ୍ଧାର କରି ବିଶ୍ଵନାଥ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିବା ଜଣାପଡିଛି।
Read More News
T & CPrivacy PolicyContact Us