Download Now Banner

This browser does not support the video element.

କାମାକ୍ଷାନଗର: ହାଟୁଆରୀ କପିଳେଶ୍ୱର ମନ୍ଦିରର ସୁରକ୍ଷା ଗାର୍ଡୱାଲ ଫାଟିବା ସହ ଭୁସୁଡ଼ିଲା

Kamakshyanagar, Dhenkanal | Aug 25, 2025
ହାଟୁଆରୀ କପିଳେଶ୍ୱର ମନ୍ଦିରର ସୁରକ୍ଷା ଗାର୍ଡୱାଲ ଫାଟିବା ସହିତ ଭୁଶୁଡିଗଲା ସୋମବାର ୪ଟାରେ ଲୋକେ କଲେ ଅଭିଯୋଗ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ ବଡ଼ସୁଆଳ ପଂଚାୟତ ହାଟୁଆରୀ ଗାଁରେ ଥିବା ରାମିଆଳ ନଦୀ ଗର୍ଭରେ ଐତିହ ସମ୍ପର୍ଣ୍ଣ ଶିବ ମନ୍ଦିର ବାବା କପିଳେଶ୍ୱର ମନ୍ଦିର ନିର୍ମାଣ ନିମ୍ନ ମାନର ହେଉଥିବା କାରଣରୁ ସୁରକ୍ଷା ଗାର୍ଡୱାଲ ଫାଟିବା ସହିତ ଭୁଶୁଡି ଗଲା ସୋମବାର ଲୋକେ କଲେ ଅଭିଯୋଗ ।
Read More News
T & CPrivacy PolicyContact Us