Download Now Banner

This browser does not support the video element.

ପଦ୍ମପୁର: ପଦ୍ମପୁର ରାଜାଜି ଟାଉନ ହଲ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

Padmapur, Bargarh (Baragarh) | Aug 31, 2025
ଆଜି ସକାଳ 10ଟା 30 ମିନିଟ ସମୟ ପାଖା ପାଖି ରେ ପଦ୍ମପୁର ରାଜାଜି ଟାଉନ ହଲ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ତତ୍ୱାବଧାନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ sdpo ପାଣ୍ଡବ ଶବର, ସାଂସଦ ପ୍ରତିନିଧି ସୁନିଲ ଅଗ୍ରୱାଲ, chairmen ସାବିତ୍ରୀ ବାଗ, ଓ ସମସ୍ତ କାଉନସିଲର ଯୋଗ ଦେଇଥିବା ବେଳେ ବକ୍ତା ଭାବରେ ଓଡିଆ ବିଭାଗ ର ଅଧ୍ୟକ୍ଷ ସରୋଜ କୁମାର ନାୟକ ଯୋଗଦାନ କରିଥିଲେ।
Read More News
T & CPrivacy PolicyContact Us