Download Now Banner

This browser does not support the video element.

ଢେଙ୍କାନାଳ ସଦର: ଅବକାରୀ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣଙ୍କୁ ଗିରଫ ଓ଼ ଗୋଟିଏ ବାଇକ ସହିତ ବହୁ ଦେଶୀ ମଦ ଜବତ |

Dhenkanal Sadar, Dhenkanal | Apr 28, 2024
ଢେଙ୍କାନାଳ ଜିଲ୍ଲାରୁ ଚୋରା ମଦ ବେପାରକୁ ବନ୍ଦ କରିବାପାଇଁ ଅବକାରୀ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଚଢ଼ାଉ କରାଯାଉଛି | ଗତକାଲି ଏହି ଚଢ଼ାଉରେ ଗନ୍ଦିଆ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ ସହ ତାଠାରୁ ୫୦ ଲିଟର ଦେଶୀ ମଦ ଓ଼ ଗୋଟିଏ ବାଇକ ଜବତ କରାଯାଇଛି | ଅନ୍ୟପଟେ ବହୁ ସ୍ଥାନରେ ଚଢ଼ାଉ କରି ପୋଚ ଓ଼ ଦେଶୀ ମଦ ଜବତ କରାଯାଇଛି କିନ୍ତୁ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ | ସେ ବାବଦରେ ୩ଟି ଅନକ୍ଳେମଡ଼ କେସ କରାଯାଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି |
Read More News
T & CPrivacy PolicyContact Us