This browser does not support the video element.
ଅନୁଗୋଳ: ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ସାଇବର ପ୍ରଶିକ୍ଷଣ ଏବଂ ଫାଇନାନ୍ସିଆଲ୍ ଫ୍ରଡ ଆନାଲିସସ କାର୍ଯ୍ୟକ୍ରମ ଅନୁଷ୍ଠିତ
Anugul, Angul | Sep 5, 2025
ସାଇବର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫାଇନାନ୍ସିଆଲ୍ ଫ୍ରଡ ଆନାଲିସସ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସାଇବର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫାଇନାନ୍ସିଆଲ୍ ଫ୍ରଡ ଆନାଲିସସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଆଇପିଏସ୍ ଶ୍ରି ସତ୍ୟବ୍ରତ ଭୋଇ ଉପସ୍ଥିତ ରହିଥିଲେ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ଜିଲ୍ଲା ଏସିପି ରାହୁଲ ଜୈନ ଏବଂ ଢେ଼ଙ୍କାନାଳ ଏଷିପୀ ଅଭିନବ ସୋନାକ ଉପସ୍ଥିତ ରହିଥିଲେ। ତତ୍ ସହିତ ବହୁ ବାରିଷଟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।