Download Now Banner

This browser does not support the video element.

ଅନୁଗୋଳ: ଛତୁ ପାଇଁ ବଡ ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରତିକ୍ରିୟା ରଖିଲେ ତ୍ରିନାଥ ଭୋଇ

Anugul, Angul | Sep 10, 2025
ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ଗ୍ରାମରେ ଛତୁ ପାଇଁ ବଡ ଭାଇକୁ ସାନ ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଜଣା ପଡ଼ିଛି। ପରଙ୍ଗ ଗ୍ରାମର ତ୍ରିନାଥ ଭୋଇ କହିବା ଅନୁଯାୟୀ ଛତୁ କୁ ନେଇ ତାଙ୍କ ସାନ ଭାଇ ଟାଙ୍ଗିଆରେ ତିନି ଚୋଟ ଆକ୍ରମଣ କରିଥିଲା। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
Read More News
T & CPrivacy PolicyContact Us